ବନ୍ଦ କରନ୍ତୁ

ରାମେଶ୍ଵର

ରାମେଶ୍ଵର ହେଉଛି ୧୬ ନଂ ଜାତୀୟ ରାଜପଥରେ ମୋଟର ଚାଳକମାନଙ୍କ ପାଇଁ ଏକ ଆଦର୍ଶ ରହଣୀ ସ୍ଥାନ ବା ଲକ୍ଷସ୍ଥଳ । ଏଠାରେ ଏକ WAC ଅଛି ।

  • ରାମେଶ୍ଵର
  • ରାମେଶ୍ଵର

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ପାଖ ବିମାନ ବନ୍ଦର ହେଉଛି ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାହା ରାମେଶ୍ଵରଠାରୁ ୫୨ କି. ମି. ଦୂରରେ ଅବସ୍ଥିତ । ଯେ କେହି ଟାକ୍ସି ଭଡା କରି ସିଧା ବିମାନ ବନ୍ଦର ଠାରୁ ଏଠାରେ ପହଞ୍ଚିପାରିବେ ।

ରେଳଗାଡ଼ିରେ

ପାଖ ରେଳ ଷ୍ଟେସନ ହେଉଛି ନିରାକରପୁର ରେଳ ଷ୍ଟେସନ, ଯାହା ରାମେଶ୍ଵରଠାରୁ ମାତ୍ର ୨ କି. ମି. ଦୂରରେ ଅବସ୍ଥିତ । ଟୁରିଷ୍ଟିମାନେ ଟ୍ୟାକ୍ସି ଓ ଅଟୋରିକ୍ସା ଷ୍ଟେସନରୁ ଭଡା କରି ଯାଇପାରିବେ । ଏଠାରେ କିନ୍ତୁ ଏକ୍ସପ୍ରେସ ଓ ଦ୍ରୁତଗାମୀ ରେଳଗାଡି ଅଟକେ ନାହିଁ । ଟ୍ୟାକ୍ସି ଓ ଅଟୋରିକ୍ସା ଦ୍ଵାରା ଭୁବନେଶ୍ଵରରୁ ଆସିବାକୁ ହୁଏ ।

ସଡ଼କ ପଥରେ

ରାଜ୍ୟର ଅନେକ ସହର ସହିତ ରାମେଶ୍ଵର ସଂଯୋଗ ହୋଇଛି । ଭୁବନେଶ୍ଵରରୁ ରାମେଶ୍ଵର ପାଇଁ ଅନେକ ସିଟି ବସ ଓ ଟାଉନ ବସର ବ୍ୟବସ୍ଥା ଅଛି ।