ନ୍ୟାୟାଳୟ
ଖୋର୍ଦ୍ଧା ଜିଲ୍ଲାର ବିଚାର ବିଭାଗୀୟ ଅଦାଲତ ୨୬,ଜାନୁଆରୀ,୧୯୮୦ ମସିହାରେ ସୃଷ୍ଟି ହୋଇଥିଲା । ଏହା ମାନ୍ୟବର ଶ୍ରୀ ଯଷ୍ଟିସ ଏସ.କେ.ରାୟ, ମୁଖ୍ୟ ବିଚାରକ,ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ ,କଟକ ଙ୍କ ଦ୍ଵାରା ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ମାନ୍ୟବର ଜେ.ବି ପଟ୍ଟନାୟକ ଙ୍କ ଉପସ୍ଥିତିରେ ଉଦ୍ଘାଟୀତ ହୋଇଥିଲା ।
ନିମ୍ନୋକ୍ତ ଅଦାଲତ ଗୁଡିକ ଭୁବନେଶ୍ଵର ରେ ସ୍ଥାପିତ ହୋଇଥିଲା
- ଜିଲ୍ଲା ଓ ଦୌରା ବିଚାରକଙ୍କ ଅଦାଲତ
- ସ୍ଵତନ୍ତ୍ର ବିଚାରକ (ସ୍ଵତନ୍ତ୍ର ଅଦାଲତ) ଓଡିଶାର ସ୍ଵତନ୍ତ୍ର ଅଦାଲତ ଆଇନ , ୨୦୦୬ ଅନୁସାରେ ।
- ସ୍ଵତନ୍ତ୍ର ବିଚାରକ (ସିବିଆଇ) ଙ୍କ ଅଦାଲତ
- ଅନୁମୋଦିତ ଅଧିକାରୀ , ସ୍ଵତନ୍ତ୍ର ଅଦାଲତ
- ବିଚାରକ, ପରିବାର ଅଦାଲତ
- ସ୍ଵତନ୍ତ୍ର ବିଚାରକ (ଭିଜିଲାନ୍ସ) ତଥା ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରକ
- ଅତିରିକ୍ତ ସ୍ଵତନ୍ତ୍ର ବିଚାରକ (ଭିଜିଲାନ୍ସ) ତଥା ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରକ (୨ ଜଣ)
- ଅତିରିକ୍ତ ଜିଲ୍ଲା ବିଚାରକ
- ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ସହକାରୀ ଦୌରା ବିଚାରକ
- ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ
- ରେଜିଷ୍ଟ୍ରାର , ଜନ ଅଦାଲତ ତଥା ସହକାରୀ ଦୌରା ବିଚାରକ
- ନାଗରିକ ନ୍ୟାୟାଧୀଶ, ବରିଷ୍ଠ ଡିଭିଜନ ଅଦାଲତ
- ଅତିରିକ୍ତ ନାଗରିକ ନ୍ୟାୟାଧୀଶ, ବରିଷ୍ଠ ଡିଭିଜନ ଅଦାଲତ (୨ ଜଣ)
- ବିଚାରକ , ସ୍ଥାୟୀ ଓ ନିରବଚ୍ଛିନ୍ନ ଲୋକ ଅଦାଲତ ,ଭୁବନେଶ୍ଵର
- ନାଗରିକ ନ୍ୟାୟାଧୀଶ, କନିଷ୍ଠ ଡିଭିଜନ ଅଦାଲତ
- ଉପ-ବିଭାଗୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତ
- ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ସୀମାନ୍ତ ଅଞ୍ଚଳ) ଅଦାଲତ
- ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତ (୩ ଜଣ)
ଖୋର୍ଦ୍ଧାରେ
- ବିଚାରକ, ପରିବାର ଅଦାଲତ ।
- ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରକଙ୍କ ଅଦାଲତ
- ଦ୍ଵିତୀୟ ଜିଲ୍ଲା ବିଚାରକଙ୍କ ଅଦାଲତ
- ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ସହକାରୀ ଦୌରା ବିଚାରକ
- ନାଗରିକ ନ୍ୟାୟାଧୀଶ, ବରିଷ୍ଠ ଡିଭିଜନ ଅଦାଲତ
- ପ୍ରମୁଖ ମାଜିଷ୍ଟ୍ରେଟ, କିଶୋର ନ୍ୟାୟ ବୋର୍ଡ ଙ୍କ ଅଦାଲତ
- ଉପ-ବିଭାଗୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତ
- ନାଗରିକ ନ୍ୟାୟାଧୀଶ (ବରିଷ୍ଠ ଡିଭିଜନ) ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତ
- ସ୍ଵତନ୍ତ୍ର ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ
- ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତ
ବାଣପୁରରେ
- ନାଗରିକ ନ୍ୟାୟାଧୀଶ , ବରିଷ୍ଠ ଡିଭିଜନ ତଥା ସହକାରୀ ଦୌରା ବିଚାରକଙ୍କ ଅଦାଲତ
- ନାଗରିକ ନ୍ୟାୟାଧୀଶ ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତ
ଜଟଣୀରେ
- ସ୍ଵତନ୍ତ୍ର ରେଲୱେ ମାଜିଷ୍ଟ୍ରେଟଙ୍କ ଅଦାଲତ
ଟାଙ୍ଗୀରେ
- ଗ୍ରାମ୍ୟ ନାୟାଳୟ