କିଭଳି ପହଁଞ୍ଚିବେ
ଆକାଶ ପଥ :
ନିକଟସ୍ଥ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ୩୦ କି.ମି. ଦୂରରେ ଅବସ୍ଥିତ।
ରେଳ ଯୋଗେ :
ନିକଟସ୍ଥ ଖୋର୍ଦ୍ଧା ସହର ରେଳ ଷ୍ଟେସନ (୫ କି.ମି.), ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ (୧୨ କି.ମି.) ଏବଂ ଭୁବନେଶ୍ଵର ରେଳ ଷ୍ଟେସନ (୩୦ କି.ମି.) ଦୂରରେ ଅବସ୍ଥିତ।
ସଡକ ପଥ :
କୋଲକାତା ଓ ଚେନ୍ନାଇ କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୧୬ ଖୋର୍ଦ୍ଧା ଓ ଭୁବନେଶ୍ୱର ଦେଇ ଅତିକ୍ରମ କରିଅଛି ।